କୋଟଗଡ ବ୍ଲକ ର ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶୁକ୍ରବାର ଦିନ 11ଘଣ୍ଟିକା ସମୟରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ଏହି କାଯ୍ୟକ୍ରମ ଟି ଦିଅ 11ଘଣ୍ଟିକା ରୁ ଆରମ୍ଭ ହଇ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା , ଏହି କାଯ୍ୟକ୍ରମ ଟି ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ କରିବା ଉଦ୍ୟେଶ ନେଇ ଉତ୍ସବ ଅନୁଷ୍ଠିତ ହଇଥିବା ବେଳେ ବିଧାୟକ ଯଗଦାନ କରି ନୁତନ ପିଢି ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ନେଇ ସୁଚନା ମିଳିଛି