ଟିଟିଲାଗଡ: ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗସିରା ପଞ୍ଚାୟତର ଗୌଡତୁଲା ପେକ୍ସକୁ କୁର୍ଶୁଡ ପେକ୍ସକୁ ସ୍ଥାନାନ୍ତର ଦାବି - ଅଧିକାରୀଙ୍କ ସହ ଆଲୋଚନା କଲେ ଚାଷୀ
Titlagarh, Balangir | Jul 25, 2025
ଦିଗିଶିରା ଗ୍ରାମ ପଞ୍ଚାୟତର ଗଉଡତୁଲା ଗ୍ରାମକୁ ଯୋଗାଣ ବିଭାଗର ପଦାଧିକାରୀଙ୍କ ଗସ୍ତ। ଗଉଡ଼ ତୁଲା ଧାନମଣ୍ଡିରେ ଦୁର୍ନୀତି ହେଉଥିବାରୁ...