ବଲାଙ୍ଗୀର: ଖଇର ପାଲି ଗ୍ରାମରେ ବିଜୁ ଜନତା ଦଳର ସଂସମ୍ପର୍କ ପଦଯାତ୍ରା ୨୦୨୫ ଅନୁଷ୍ଠିତ
ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମ ରେ ବିଜୁ ଜନତା ଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜନସମ୍ପର୍କ ପଦଯାତ୍ରା ଅଭିଯାନ ୨୦୨୫ । ଏଥିରେ ବଲାଙ୍ଗିର ବିଧାୟକ #ଶ୍ରୀଯୁକ୍ତ_କଳିକେଶ_ନାରାୟଣ_ସିଂଦେଓ ଙ୍କ ଅନୁରୋଧ ରକ୍ଷା କରି ବଲାଙ୍ଗିର ବ୍ଲକ ର ଅଧ୍ୟକ୍ଷା #ସରିତା_ବାଗ ଙ୍କ ସମେତ ସମସ୍ତ ନେତୃବୃନ୍ଦ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଓ ବର୍ତ୍ତମାନ ର ଅପାରଗ ରାଜ୍ଯ ସରକାରଙ୍କ ବାହାସ୍ପୋଟିଆ ଭୁଆଁବୁଲା ରାଜନୀତି ବିଷୟରେ ପଞ୍ଚାୟତ ଜନସାଧାରଣଙ୍କୁ ସଚେତନ କରିଥିଲେ ।