Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଲୋଇସିଂହା: ପିପିଲିପାଳିରୁ ଇଲେକ୍ଟ୍ରିକ୍ ତାର ଚୋରି — ଦୁଇ ଅଭିଯୁକ୍ତ ଗିରଫ

Loisinga, Balangir | Oct 20, 2025
ପିପିଲିପାଳିରୁ ଇଲେକ୍ଟ୍ରିକ୍ ତାର ଚୋରି — ଦୁଇ ଅଭିଯୁକ୍ତ ଗିରଫ ବଲାଙ୍ଗୀର ଅଗଳପୁର ଥାନା ଅଧୀନର ପିପିଲିପାଳି ଅଞ୍ଚଳରେ ଇଲେକ୍ଟ୍ରିକ୍ ତାର କାଟି ଚୋରି କରୁଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ — କାନ୍ହୁ ଭୋଇ ଗ୍ରାମ ଭରସୁଜା ଓ ସିବ ପୋଢ ପିପିଲିପାଳି ଗ୍ରାମର — ଦୁଇଜଣେ ଅଗଳପୁର ଥାନା ଅଧୀନର ବସିନ୍ଦା। ଅଗଳପୁର ଥାନା କେସ ନମ୍ବର 186/25 ରେ ଏହି ଦୁଇଜଣ ଜଡିତ ଥିବା ସୂଚନା ମିଳିଥିଲା। ତଦନ୍ତ ଅନୁସନ୍ଧାନରେ ପୋଲିସ ଜଣାଇଛି ଯେ, ଅଭିଯୁକ୍ତମାନେ ରାତିରେ ଇଲେକ୍ଟ୍ରିକ୍ ତାର କାଟି ଚୋରି କରି ବିକ୍ରି କରି ଅର୍ଥ ଉପାର୍ଜନ କରୁଥିଲେ।

MORE NEWS