ବରଗଡ: ଯଦୁମଣି ପ୍ରଧାନ ଅଡିଟୋରିୟମରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
Bargarh, Bargarh (Baragarh) | Aug 9, 2025
ପବିତ୍ର ରକ୍ଷା ବନ୍ଧନ ଅବସରରେ ସୁଭଦ୍ରା ଟଙ୍କା ପ୍ରଦାନ | ବରଗଡ଼ର ସ୍ଥାନୀୟ ଯଦୁମଣି ପ୍ରଧାନ ଅଡିଟୋରିୟମ ଠାରେ ଶନିବାର ମଧ୍ୟାହ୍ନ 1 ଘଣ୍ଟା...