କଟକ ପୌରାଞ୍ଚଳ: ରାଜପଥ ଧୂମାବତୀ ଛକରୁ ଚୌଦ୍ୱାର ପୁଲିସ ରବିବାର ୭୦ ହଜାର ଟଙ୍କାର ଚୋରା ଗଞ୍ଜେଇ ସହ ବ୍ୟବହୃତ ବାଇକକୁ ଜବତ କରିଛି।
ରାଜପଥ ଧୂମାବତୀ ଛକରୁ ଚୌଦ୍ୱାର ପୁଲିସ ବ୭୦ ହଜାର ଟଙ୍କାର ଚୋରା ଗଞ୍ଜେଇ ସହ ବ୍ୟବହୃତ ବାଇକକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ରବିବାର ସନ୍ଧ୍ୟା ୬ ଟାରେ ଗିରଫକରି ପୁଲିସ ଅଦାଲତ ପଠାଇଛି। ଗିରଫ ଜଣଙ୍କ ହେଲେ ତିଗିରିଆ ଥାନା ନୂଆପାଟଣା ବାଲିପୁଟର ପ୍ରେମାନନ୍ଦ ଜେନା