ପୁରୀ ମ୍ୟୁନିସିପାଲଟି: ବୁଦ୍ଧିଆବର କଳ ଛକ ଠାରେ ଲୁହ ପାଇପରେ ଯୁବକଙ୍କୁ ସଙ୍ଘବର୍ଦ୍ଧ ଆକ୍ରମଣ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l
Puri M, Puri | Sep 2, 2025
ପୁଣି ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ଦୁର୍ବୁତ୍ତ ମାନେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି।...