ନିମାପଡା: ବଳଙ୍ଗା ଥାନା ଅନ୍ତର୍ଗତ ଗୋପିନାଥ ପୁର ଠାରେ ପୋଲିସର ଚଢାଉ, ବାଲି ବୋଝେଇ ହାଇୱା ଜବତ, ଥାନାରେ ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି
Nimapada, Puri | Sep 5, 2025
ଆଜି ମଧ୍ୟାହ୍ନ ୧୨ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ଥାନା ପୋଲିସ ପକ୍ଷରୁ ଗୋପିନାଥ ପୁର ଠାରେ ଚଢାଇ କରାଯାଇ ଗୋଟିଏ ବାଲି ବୋଝେଇ ହାଇୱା...