Public App Logo
Jansamasya
National
Delhi
Digitalindia
Pmmsy
Matsyasampadasesamriddhi
Fitwithfish
Fisheries
Nfdp
Didyouknow
Constitutionday
Samvidhandivas
Indianconstitution
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ଆନନ୍ଦପୁର: ଚାରିନାଳିଆ ନିକଟରେ ଦୁଇ ବାଇକ ଧକ୍କା, ଦୁଇ ଆହତ

Anandapur, Kendujhar | Nov 24, 2025
ଆନନ୍ଦପୁର ଭଦ୍ରକ ରାସ୍ତାର ଚାରିନାଳିଆ ନିକଟରେ ଆଜି ରାତି ୮ଟା ବେଳେ ଦୁଇ ବାଇକ ମଧ୍ୟରେ ମୁହାଁ ମୁଁହି ଧକ୍କା ହେବାରୁ ଦୁଇଜଣ  ବାଇକ ଆରୋହୀ ଆହତ ହୋଇଛନ୍ତି। ଆହତ ଙ୍କ ମଧ୍ୟରେ ଜଣେ ପୁରୁଷ ଓ ଆଉ ଜଣେ ମହିଳା ଅଛନ୍ତି। ରାସ୍ତାରେ ଯାଉଥିବା ବାଟୋଇ ମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି।

MORE NEWS