ଆଜି ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମାଲକାନଗିରି ନଗର ସ୍ତରୀୟ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ମାଲକାନଗିରି ନଗର ସଭାପତି ଦିଲ୍ଲୀପ ଦଣ୍ଡପାଟି ସଭାପତିତ୍ବ କରିଥିଲାବେଳେ ଜିଲ୍ଲା ସମ୍ପାଦକ ନବଘନ ଲୋକେଇ, ପୂର୍ବତନ ନଗର ସଭାପତି ବାଲାଜୀ ପୋଡାଲଙ୍କ ସହିତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।