ଫୁଲବାଣୀ ସହର: ଜି ଉଦୟଗିରି ଥାନା ଅଂଚଳ ର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଙ୍କୁ ମାର ପିଟ କରୁଥିବା ନେଇ ଥାନା ରେ ଏକ ମାମଲା ରୁଜୁ ହୋଇଅଛି
ଜି ଉଦୟଗିରି ଥାନା ଅଂଚଳ ର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଙ୍କୁ ମାର ପିଟ କରୁଥିବା ନେଇ ଥାନା ରେ ଏକ ମାମଲା ରୁଜୁ ହୋଇଅଛି. ଏ ନେଇ ଥାନାରେ 183/2025 ରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.