ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପଞ୍ଚାୟତର ଷଣ୍ଢା ଗ୍ରାମର ନିଖୋଜ ତ୍ରିନାଥ ମେଣ୍ଡିଲିଙ୍କୁ ଛଅ ମାସ ପରେ ଧନୁପାଲିରୁ ଉଦ୍ଧାର l ସୂଚନା ଅନୁସାରେ ତ୍ରିନାଥ ଗତ ଛଅ ମାସ ତଲେ ଅନୁଗୁଳ ବସ୍ ଷ୍ଟାଣ୍ଡ ନିକଟରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନଥାନରେ ଖୋଯାଖୋଜି କଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ l ଆଜି ସନ୍ଧ୍ୟା 5ଟା 45 ମିନିଟୟରେ ବଙ୍କିଆ ଗ୍ରାମର ଗୁଗୁପ୍ତେଶ୍ୱର ସାହୁ ସମ୍ବଲପୁର ଧନୁପାଲି ଠାରେ ତ୍ରିନାଥ କୁ ଚିହ୍ନିଟ । ଗ୍ରାମରେ ତ୍ରିନାଥ ପହଞ୍ଚିଲା ପରେ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ନେଇ ଗ୍ରାମ ପରିକ୍ରମା କରି ପରେ ମାଁ