ଓରିଏଣ୍ଟ: ବ୍ରଜରାଜନଗର OPM ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଶିକ୍ଷା ସଚେତନତା ପଦଯାତ୍ରା ତଥା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ
Orient, Jharsuguda | Sep 13, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଓପିଏମ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗଣ ଶିକ୍ଷା ବିଭାଗର ନିର୍ଦେଶରେ ଗାଇଡ଼ ସୁଶ୍ରୀ...