ବରଗଡ: ଟାଉନ ପୋଲିସ ପକ୍ଷରୁ ୱାର୍ଡ ନ 1 ମାଲ ପଡ଼ାରେ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ପ୍ରଦାନ କରାଗଲା
Bargarh, Bargarh (Baragarh) | Sep 2, 2025
ବରଗଡ଼ ୱାର୍ଡ ନମ୍ବର 1 ମାଲ ପଡାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କଲା ଟାଉନ ପୋଲିସ | ମଙ୍ଗଳବାର ଅପରାହ୍ନ 4 ଘଣ୍ଟା ସମୟରେ ଟାଉନ ପୋଲିସ...