ଛତ୍ରପୁର: ଛତ୍ରପୁର ଉପକଣ୍ଠରେ ଜିଲ୍ଲା ସ୍ତରୀୟ ଏକ୍ ପେଡ୍ ମା କେ ନାମ ପେ କାର୍ଯ୍ୟକ୍ରମ, ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଓ ବିଧାୟକ
ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠରେ ଜିଲ୍ଲା ସ୍ତରୀୟ ଏକ୍ ପେଡ୍ ମା କେ ନାମ ପେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଏନେଇ ସଚେତନତା କରାଇଥିଲେ। ବୁଧବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଓ ଛତ୍ରପୁର ବିଧାୟକ।