ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧୀନରେ ଥିବା ସାଳୁଆପଲ୍ଲୀ ପ୍ରକୃତି ଶିବିରରେ ଆୟୋଜିତ ହୋଇଛି ପ୍ଲାଷ୍ଟିକ ମୁକ୍ତ ସଫେଇ ଅଭିଯାନ । କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପ୍ରୁଥିରାଜ୍ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଉତ୍ତର ଘୁମୁସର ବନଖଣ୍ଡ ସହକାରୀ ବନ ସଂରକ୍ଷକ ବିମଳ ପ୍ରଧାନ ।ନେତେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଛାତ୍ରଛାତ୍ରୀ ଓ ବନ ବିଭାଗର ମିଳିତ ଉଦ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ