କଟକ ପୌରାଞ୍ଚଳ: କଟକ ମୁଣ୍ଡଳି ଗେଟ୍ ରୁ ଶନିବାର ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ୍ ଓ ଅଗ୍ନିଶମ ବିଭାଗ।
Cuttack M Corp PS, Cuttack | Sep 6, 2025
କଟକ ମୁଣ୍ଡଳି ଗେଟ୍ ରେ ଜଣେ ଯୁବକଙ୍କ ମୃତଦେହ ଶନିବାର ଦିନ ୯ଟାରେ ଦେଖିବାକୁ ମିଳିଥିଲା। ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ୍...