ଜି ଉଦୟଗିରି: ଆଦିବାସୀ ଙ୍କ ବିରୁଦ୍ଧରେ ହୋଇଥିବା ମାମଲା କୁ ପ୍ରତ୍ୟାହାର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କଲେ ଜି ଉଦୟଗିରି ବାସିନ୍ଦା
ଆଦିବାସୀ ଙ୍କ ବିରୁଦ୍ଧରେ ହୋଇଥିବା ମାମଲା କୁ ତୁରନ୍ତ ପ୍ରତ୍ୟାହାର କରିବା ନିମନ୍ତେ ଆଦିବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କଲେ ଘୁ.ଉଦୟଗିରି ଅଞ୍ଚଳବାସୀ ।ହିଂସ୍ର ଦନ୍ତାହାତୀ କୁ ତୁରନ୍ତ ସ୍ଥାନାନ୍ତର ସହିତ ଅଞ୍ଚଳବାସୀ ଙ୍କ ସୁରକ୍ଷା ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବେ ଘୁ.ଉଦୟଗିରି ବନାଞ୍ଚକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିବାରୁ ନିରୀହ ଆଦିବାସୀ ଜନ ସାଧାରଣ ୧୬୦ ଙ୍କ ବିରୁଦ୍ଧରେ ବନ ବିଭାଗ ତରଫରୁ ଘୁ.ଉଦୟଗିରି ଆଦର୍ଶ ଥାନା ଗତ ୨୯,୦୭,୨୦୨୫ ରିଖ ରେ ଘୁ.ଉଦୟଗିରି ଆଦର୍ଶ ଥାନା ରେ ଘୁ.ଉଦୟଗିରି ବନାଞ୍ଚଳ ଅଧିକାରୀ ୭ ଗୋଟି ମିଥ୍ୟା ଦଫା ରେ ମାମଲା ରୁଜୁ ହୋଇଅଛି.