: ଉଲୁଣ୍ଡା ଥାନା ଅନ୍ତର୍ଗତ ହୁଡ ଅଞ୍ଚଳର ଜଣେ 8ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ ନାବାଳିକା ଜଣକ ତୃତୀୟ ଶ୍ରେଣୀ ରେ ଅଧ୍ୟୟନ କରୁଛନ୍ତି l ଜଣେ ବ୍ୟକ୍ତି ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ସହ କାହାକୁ ଜଣାଇବା ପାଇଁ ଭୟଭୀତ କରିଥିଲା l ତେବେ ନାବାଳିକା ଜଣକ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ପଚରା ଉଚୁରା କରିଥିଲେ l ନାବାଳିକା ଜଣକ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ l ଏନେଇ ନାବ