ଖଲ୍ଲିକୋଟ୍: ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ପୁରୁଷୋତ୍ତମପୁର ରଣଝାଲି ଓ ଅଲାଡିଗାଁରେ ଭିଜିଲାନ୍ସର ରେଡ
Khalikote, Ganjam | Aug 18, 2025
ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳର ଜଳସେଚନ...