ରେଢାଖୋଲ: ଭୀମ ଭୋଇ କଲେଜରେ ବିଶ୍ଵ ଏଡସ୍ ଦିବସ ପାଳିତ
ଭୀମ ଭୋଇ କଲେଜରେ ବିଶ୍ଵ ଏଡସ୍ ଦିବସ ପାଳିତ ରେଢ଼ାଖୋଲ ଭୀମ ଭୋଇ ମହାବିଦ୍ୟାଳୟରେ ସୋମବାର ଯୁବ ରେଡକ୍ରସ୍, ରେଡ ରିବନ କ୍ଲବ୍ , ଜାତୀୟ ସେବା ଯୋଜନା ଏବଂ ଏନ. ସି. ସି ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଏକ ଭଵ୍ୟ ସେଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । କଲେଜର ଅଧ୍ୟକ୍ଷ ଶ୍ରୀ ଅମୂଲ୍ୟ କୃଷ୍ଣ ପାଢୀ ଶୋଭାଯାତ୍ରାକୁ ଉଦ୍ଘାଟନ କରି ଏଡସ୍ ରୋଗର ନିରାକାରଣ ପାଇଁ ସଚେତନତା ହିଁ ଏକମାତ୍ର ମାଧ୍ୟମ ବୋଲି କହିଥିଲେ। ଏହାପରେ ଯୁବ ରେଡକ୍ରସ ଉପଦେଷ୍ଟା ଶ୍ରୀ ଅଞ୍ଜନ କୁମାର ମିଶ୍ର ଏବଂ ଜାତୀୟ ସେବା ଯୋଜନାର ଅଧିକାରୀ ଲିବନେସ କିଣ୍ଡୋ ଙ୍କ ତତ୍ତ୍ଵା