ସୋନପୁର: ସୋନପୁରରେ ଜିଲ୍ଲା ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ପାଇଁ କ୍ଳଷ୍ଟର ସ୍ତରୀୟ ସାଧନ ଦଳ ମାନଙ୍କର କର୍ମଶାଳା ଅନୁଷ୍ଠିତ
ସୋନପୁରରେ ଜିଲ୍ଲା ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ପାଇଁ କ୍ଳଷ୍ଟର ସ୍ତରୀୟ ସାଧନ ଦଳ ମାନଙ୍କର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ବ୍ଲକ୍ ନୋଡାଲ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କର୍ମଶାଳା ର ସାଧନ କର୍ମୀ ଭାବରେ ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ମେହେର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବୁଦ୍ଧଦେବ ସା ଏବଂ ରଶ୍ମିତା ସାହୁ କାର୍ଯ୍ୟ ତୁଲାଇଥିଲେ। ବ୍ଲକ୍ ର ପ୍ରତ୍ୟେକ କ୍ଲଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ,ଜଣେ ଲେଖାଏଁ ପ୍ରଧାନ ଶିକ୍ଷକ ଓ ସହକାରୀ