ଫେବୃଆରୀ ୩ ତାରିଖ ଅପରାହ୍ନ ୩ ସମୟରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟr ସୂଚନା ଅନୁଯାୟୀ, ରାଉରକେଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ ନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ adhikhyak ନୀତେଶ ୱାଦ୍ଧୱାନୀ ସୂଚନା ଦେଇଛନ୍ତି, ରାଉରକେଲା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ଗରିଲା ସ୍କୱାର୍ଡ ସଦସ୍ୟ ୧୮ ବର୍ଷୀୟ ଉମ୍ବଲେନ ହୋନହାଗା ଓରଫ ପ୍ରଭୁ ର ଘର ଝାରଖଣ୍ଡ, ପଶ୍ଚିମସିଙ୍ଗଭୁମ ଜିଲ୍ଲାର ଛୋଟାନାଗ୍ରା ଥାନା ଅନ୍ତର୍ଗତ ହାଲାମୂଲୀ ଗ୍ରାମରେ...