୧୮ନଂ ଜାତୀୟରାଜପଥ ପଦ୍ମନାଭପୁର ଟୋଲଗେଟରେ ଟୋଲ କର୍ମଚାରୀ ମାନେ ଜନୈକ ଟ୍ରକ ଚାଳକଙ୍କୁ ଅଧିକ ଟଙ୍କା ଦାବିକରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାରଣାନ୍ତକ ଆକ୍ରମଣକରି ୩ହଜାର ଟଙ୍କା ଛଡାଇନେବା ଘଟଣାରେ ଟ୍ରକ ଚାଳକଙ୍କ ଏତଲା କ୍ରମେ ସୋମବାର ଅପରାହ୍ନ ପାଞ୍ଚଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ବୈଶିଙ୍ଗା ପୁଲିସ l