ଫୁଲବାଣୀ ସହର: ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୧୨୬ ତମ ମନକି ବାତ୍ କାର୍ଯ୍ୟକ୍ରମରେ ଫୁଲବାଣୀ ଦେବ୍ ମଣ୍ଡପ ଠାରେ ଦେଖିଲେ ବିଧାୟକ
ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୧୨୬ ତମ ମନକି ବାତ୍ କାର୍ଯ୍ୟକ୍ରମରେ ଫୁଲବାଣୀ ସ୍ଥିତ ଦେବ୍ ମଣ୍ଡପ ଠାରେ ଦେଖିଲେ ବିଧାୟକ ଉମା ଚରଣ ମଲ୍ଲିକ. ଏହି ସମୟରେ ବିଜେପି ର ବହୁ ନେତୃ ବୃନ୍ଦ ଉପସ୍ଥିତ ରହିଥିଲେ.