ଧର୍ମଗଡ: ମୀନଗୁର ସର୍ଗିପଡା ନିକଟରେ ବାଇକ ଦୁର୍ଘଟଣା ଚାଳକ ଗୁରୁତର, ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି
Dharamgarh, Kalahandi | Aug 1, 2025
ଶୁକ୍ରବାର ଅପରାହ୍ନରେ କଲମପୁର ବ୍ଲକ ଅଧନସ୍ଥ ମୀନଗୁର ସର୍ଗିପଡା ନିକଟ ଘଟିଛି ଏକ ଏକ ବାଇକ ଦୁର୍ଘଟଣା । ଏଥିରେ ବାଇକ ଚାଳକ ଗୁରୁତର ହେଇଛନ୍ତି...