ଦୀର୍ଘ ଦିନଧରି ଜିଲ୍ଲାରେ କାର୍ଯ୍ୟରତ ଥିବା ଜିଲ୍ଲା କଶିକ୍ଷାଧିକାରୀଙ୍କ କାର୍ଯ୍ୟକାଳ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି। ଏନେଇ ଭଞ୍ଜସେନା ପକ୍ଷରୁ ଦାବି କରି ଆସନ୍ତା ଅକ୍ଟୋବର ୨୭ରେ ଜିଲ୍ଲାବ୍ୟାପି ହରତାଳ ହେବ। ଏନେଇ ସଂଗଠନ ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଗୁରୁବାର ଅପରାହ୍ନ ପ୍ରାୟ ୫.୩୦ ଟାରେ ସୂଚନା ଦେଇଛନ୍ତି।