ଧର୍ମଗଡ: ଚିଲଗୁଡା ନିକଟ ଏକ ଗଛରୁ ଠିକା ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ ଓ ପୋଲିସର ତଦନ୍ତ ଜାରି
Dharamgarh, Kalahandi | Aug 19, 2025
ପ୍ରଧାନୀଗୁଡା ଗ୍ରାମର ଦୈତାରୀ ଗୌଡ଼ ଙ୍କ ପୁଅ କମଲୁ ଗୌଡ଼(୧୯) ଙ୍କ କୋକସରା ଥାନା ଚିଲଗୁଡା ନିକଟ ଏକ ଗଛ ରୁ ଝୁଲନ୍ତା ମୃତଦେହ ଉଦ୍ଧାର...