ଖରିଆର: ନଙ୍ଗଲବୋର୍ଡ ଅଞ୍ଚଳରେ ଡାଇରିଆ; ଡାକ୍ତର ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର
Khariar, Nuapada | Jul 25, 2025
ସିନାପାଲି ବ୍ଲକ ନଙ୍ଗଲବୋର୍ଡ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଦେଇଛି। ଆଜି ୧୨ ଟାରେ ଅଭିଯୋଗ ପାଇଁ ଏକ ଡ଼ାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ...