ଓରିଏଣ୍ଟ: ଓରିଏଣ୍ଟ କ୍ଷେତ୍ରରେ ଥିବା ଚନ୍ଦ୍ରଶେଖର ଆଜାଦ ପାର୍କକୁ ଭ୍ରମଣରେ ଯାଇ ଆଲୋଚନା କଲେ ଝାରସୁଗୁଡା ଓ ବ୍ରଜରାଜନଗରର ସାମ୍ବାଦିକ ଗଣ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓରିଏଣ୍ଟ କ୍ଷେତ୍ରରେ ଥିବା ଚନ୍ଦ୍ରଶେଖର ଆଜାଦ ପାର୍କକୁ ଭ୍ରମଣରେ ଯାଇ ଆଲୋଚନା କଲେ ଝାରସୁଗୁଡା ଓ ବ୍ରଜରାଜନଗର ର ସାମ୍ବାଦିକ ଗଣ। ତେବେ ଆଜି ଦିନ ଦୁଇଟା ସମୟରେ ଝାରସୁଗୁଡା ଓ ବ୍ରଜରାଜନଗର ର ସାମ୍ବାଦିକ ଗଣ ଓରିଏଣ୍ଟ କ୍ଷେତ୍ରରେ ଥିବା ଚନ୍ଦ୍ରଶେଖର ଆଜାଦ ପାର୍କକୁ ଭ୍ରମଣରେ ଯାଇ କୋଇଲା ଖଣିର ଇତିହାସ ଓ ପାର୍କ ବିଷୟରେ ଆଜି କୋଇଲା ଖଣିର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ କିପରି ଭାବରେ ଏହାର ପ୍ରଚାର ପ୍ରସାର ହୋଇପାରିବ ଏବଂ ଅଧିକ ରୁ ଅଧିକ ଜନସାଧାରଣ ଏଠାକୁ ଆସି ଏହି କୋଇଲା ଖଣିର ଇତିହାସ ବିଷୟରେ ଜାଣି ପାରିବେ ତାହାକୁ ନେଇ