ଫୁଲବାଣୀ ସହର: ବାଲିଗୁଡା ର ବରାଳ ଦେବି ପିଠରେ ନବରାତ୍ରି ଉପଲକ୍ଷେ ନକନ୍ୟା ଙ୍କୁ ପୁଜା ବିଧି କରାଯାଇଛି ,
ବାଲିଗୁଡା ର ବରାଳ ଦେବି ପିଠରେ ନବରାତ୍ରି ଉପଲକ୍ଷେ ନକନ୍ୟା ଙ୍କୁ ପୁଜା ବିଧି କରାଯାଇଛି , ଏହି କାଯ୍ୟକ୍ରମ ଟି ମଙ୍ଗଳବାର ରାତି 9ଘଣ୍ଟିକା ସମୟରେ ଏହି କନ୍ୟାପୁଜନ କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, 8ଦିନ ଧ୍ଇ ଚାଲୁ ରହିଥିବା କାଯ୍ୟକ୍ରମ ବରାଳଦେବି ପିଠରେ ରାତି 10ଘଣ୍ଟିକା ସମୟରେ ପୁର୍ଣାହୁତି ହଇଥିବା ଜଣା ପଡିଚି, ଆଜିର ଏହି ପୁର୍ଣ୍ଣାହୁତି କାଯ୍ୟକ୍ରମ ରେ ପୁଜାରି ସମେତ ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ