ସ୍ୱର୍ଗତ ଗୁରୁଚରଣ ଦନ୍ତା ଙ୍କ ବିୟୋଗରେ ରକ୍ସ ଛକ ମଠ ନିକଟରେ ବିଜେପି ପକ୍ଷରୁ ଶୋକସଭା ଅନୁଷ୍ଠିତ। ବିଜେପି ର ବରିଷ୍ଠ କାର୍ଯ୍ୟ କର୍ତ୍ତା ସ୍ୱର୍ଗତ ଗୁରୁଚରଣ ଦନ୍ତା ଙ୍କ ବିୟୋଗରେ ଆଜି ରକ୍ସା ଛକ ପାଖରେ ଥିବା ମଠ ନିକଟରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ସ୍ୱର୍ଗତ ଦନ୍ତା ଜଣେ ନିଷ୍ଟାବାନ୍ ସଦା ସର୍ବଦା ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ । ତାଙ୍କ ର ବିୟୋଗରେ ଏ ଅଞ୍ଚଳରେ ବିଜେପି ର ଏକ ଅପୂର୍ଣ୍ଣୀୟ କ୍ଷତି ହୋଇଛି।