ଦେବଗଡ: ଅଗ୍ରପୂଜ୍ୟଙ୍କ ଭଷାଣୀ ସହିତ ଦେବଗଡ ଗଣେଶ ମେଳା ଉଦଯାପିତ, ଶ୍ରୀ ଗଣେଶଙ୍କୁ ବିଦାୟ ଦେଲେ ହଜାର ହଜାର ଶ୍ରଦ୍ଧାଳୁ
Debagarh, Debagarh (Deogarh) | Sep 5, 2025
ଅଗ୍ରପୂଜ୍ୟଙ୍କ ଭଷାଣୀ ସହିତ ଦେବଗଡ ଗଣେଶ ମେଳା ଆଜି ଉଦଯାପିତ ହୋଇଯାଇଛି। ଭଷାଣୀ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ଗଣେଶଙ୍କୁ...