ନର୍ଲା: ନର୍ଲା ଥାନା ଅଞ୍ଚଳର ଗୋଟିଏ ଗାଁ ର ଦୁଇ ପକ୍ଷ ଙ୍କ ମଧ୍ୟରେ ଗଣ୍ଡଗୋଳ ଥାନାରେ ଅଭିଯୋଗ ଆଜି ଉଭୟ ପକ୍ଷ ଙ୍କ ମଧ୍ୟରେ ଆପୋଷ ବୁଝାମଣା
ସୂଚନା ଯୋଗ୍ୟ ଗତ ଜିଛି ଦିନ ତଳେ ନର୍ଲା ଥାନା ଅଞ୍ଚଳର ଗୋଟିଏ ଗାଁ ର ଦୁଇ ପକ୍ଷ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ ଏହି ଘଟଣା କୁ ନେଇ ଥାନାରେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପରେ ରବିବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଉଭୟ ପକ୍ଷ ହାଜର ହୋଇଥିବା ବେଳେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି