ବାଲିଗୁଡା: ବାଲିଗୁଡା ବାରାଳ ଦେବି ପିଠ କୁ ଇଲେକ୍ଟ୍ରି ସାହି ପୁଜା ମଣ୍ଡପ ର କର୍ମକର୍ତା ଆଜ୍ଞାମାଳା ନେଇଛନ୍ତି
ବାଲିଗୁଡା ବାରାଳ ଦେବି ପିଠ କୁ ଇଲେକ୍ଟ୍ରି ସାହି ପୁଜା ମଣ୍ଡପ ର କର୍ମକର୍ତା ଆଜ୍ଞା ମାଳା ନେବା ନିମନ୍ତେ ବରାଳ ଦେବି ପିଠ କୁ ବାଜା ବାଈଦର ସଂ ଆସିଥିଲେ, ଏହି କାଯ୍ୟକ୍ରମ ରବିବାର ଦିନ 11ଘଣ୍ଟିକା ରେ ଆସୀଥିବା ବେଳେ,ସବୂଠାରୁ ଦୁଖଦଃ ଘଟଣା ଉପଜିଲ୍ଲାପାଳ ଏବଂ SDPO ଙ୍କ ଉପସ୍ଥିତ ରେ ଆତସବାଜି କୁ ବନ୍ଦ କରିବା ପାଇଁ ନିଷ୍ପତି ନିଆ ଯାଇଥିଲା, ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି,ଈଲେକ୍ଟ୍ରି ବିଭାଗ ପକ୍ଷରୁ ଆଜି ଆଜ୍ଞା ମାଳା ନେବା ସମୟରେ ଆତସବାଜି କରାଯାଇଥିବା ଦେଖିବାକୁ ମିଳିଛି