ଫୁଲବାଣୀ ସହର: ଗୁମାଗଡ ଠାରେ ଏକ କାର ଦୁର୍ଘଟଣା ଦୁର୍ଘଟଣା କାର ଟି ବ୍ୟାପକ କ୍ଷୟକ୍ଷତି ହଇଥିବା ସୁଚନା,
ଗୁମାଗଡ ଠାରେ ଏକ କାର ଦୁର୍ଘଟଣା ଦୁର୍ଘଟଣା କାର ଟି ବ୍ୟାପକ କ୍ଷୟକ୍ଷତି ହଇଥିବା ସୁଚନା, ଏହି ଘଟଣା ଟି ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ସମୟରେ ଘଟିଥିବା ବେଳେ , ସୁଚନା ମୁତାବକ ଗତକାଲି ବଇଡା ଠାରେ ଦୁର୍ଘଟଣା ହଇଥିଲା, ଆଜି ଏକ ଟଚନଗାଡି ଆସି ଐହି କାର୍ କୁ ନେବା ସମୟରେ ଗୁମାଗଡ ପାଖରେ ଏହି ଦୁର୍ଘଟଣା ଘଟିଛି, ଦୁର୍ଘଟଣା ରେ ଧନଜୀନ ନଷ୍ଟ ହଇନଥିବା ବେଳେ କାର ଟି ବ୍ୟାପକ କ୍ଷୟକ୍ଷତି ଘଟିଥିବା ନେଇ ସୁଚନା ମିଳିଛି