ଜଗତସିଂହପୁର: ଖେଳପଡ଼ିଆ ଉପରେ ବିଦ୍ୟୁତ ତାର ଟଣାଯିବାକୁ ବିରୋଧକରି ଶ୍ରୀକୃଷ୍ନ ଏକାଡେମୀ ଛାତ୍ରଙ୍କ ବିଦ୍ୟୁତ କାର୍ଯ୍ୟଳୟ ଘେରାଉ
Jagatsinghapur, Jagatsinghpur | Aug 18, 2025
ଖେଳ ପଡିଆ ଉପରେ ବିଦ୍ୟୁତ ବିଭାଗର ୩୩ କେଭି ତାର ଟଣାଯିବାକୁ ବିରୋଧ କରି ସ୍କୁଲ ଛାତ୍ରଙ୍କ ବିଦ୍ୟୁତ ନିର୍ବାହି ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ...