୨୬/୧୧ ସନ୍ତ୍ରାସବାଦ ଆକ୍ରମଣରେ ଶହୀଦ ବୀର ଯବାନ ମାନଙ୍କୁ ଉର୍ଦେଶ୍ୟରେ ଗାନ୍ଧୀ ନଗର ମୁଖ୍ୟ ରାସ୍ତାସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଏକ ଶ୍ରଦ୍ଧାଞ୍ଜଳି ତଥା ସମ୍ମାନ ଜ୍ଞାପନ ସଭାର ଆୟୋଜନ କରାଯାଇଥିଲା || ସହିଦଙ୍କ ତୈଳ ଚିତ୍ର ସମ୍ମୁଖରେ ଦ୍ବୀପ ଓ ମହମ ବତୀ ପ୍ରଜ୍ବଳନ କରାଯାଇ ପୁଷ୍ପ ଓ ଧୂପ ପ୍ରଦାନ କରାଯାଇଥିଲା।