ଧର୍ମଗଡ: ଲଛିପୁର ସ୍କୁଲରେ ବିପଦ ସଙ୍କୁଳ ବାରଣ୍ଡା ରେ ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ, ଶ୍ରେଣୀ କୋଠରୀରୁ ଖସୁଛି ଅତଡ଼ା,ବର୍ଷା ହେଲେ ଜରି ପଲିଥିନ ଭରସା
Dharamgarh, Kalahandi | Aug 20, 2025
ଲଛିପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୫ଟି ଶ୍ରେଣୀକୁ ମାତ୍ର...