କଣ୍ଟାମାଳ: କଳାବ୍ୟାଜ ପିନ୍ଦି ଅଇଁଲାଛୁଆଁ ଆଦର୍ଶ ସ୍କୁଲରେ ପ୍ରତିବାଦ ଷଷ୍ଠ ଦିନ
- ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ଶିକ୍ଷକ ସଙ୍ଘ ନିର୍ଦେଶ କ୍ରମେ ଗତ ୨୪ତାରିଖ ରୁ ୬ଦିନ ଧରି କଳାବେଞ୍ଚ ପିନ୍ଧି ଶିକ୍ଷାଦାନ କରୁଛନ୍ତି ଶିକ୍ଷକ l ତେବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ଆଦର୍ଶ ବିଦ୍ୟାଳୟ ରେ l କଣ୍ଟାମାଲ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ମାନେ ମଧ୍ୟ ରାଜ୍ୟ ସଙ୍ଘ ରହି ୧୩ଟି ମୁଖ୍ୟ ଦାବିରେ କଳା ବେଞ୍ଚ ପିନ୍ଧି ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି l ତେବେ ଆଜିକୁ ପ୍ରାୟ ୬ଦିନ ହେଲା ସରକାର ଶିକ୍ଷକଙ୍କ କଥା ନ ଶୁଣିବାରୁ ଆସନ୍ତା ୮ତାରିଖ ରୁ ଧର୍ମଘଟ ରେ ଓ଼ଲ୍ଳେହେଇବେ ଶିକ୍ଷକ ସଂଘ ବୋଲି କହିଛନ୍ତି କଣ୍ଟାମାଲ ଆଦର୍ଶ ବିଦ୍ୟାଳୟ ର ଶିକ୍ଷ