ଟାଙ୍ଗୀ: ଚିଲିକା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ କୁହୁଡି ଜନତା ହାଇସ୍କୁଲର ୬୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
Tangi, Khordha | Jul 6, 2024 ଚିଲିକା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ କୁହୁଡି ଜନତା ହାଇସ୍କୁଲର ୬୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ସ୍ଥାୟୀ ସଭାପତି ଭାବେ ପ୍ରାକ୍ତନ ଛାତ୍ର ତଥା ଚିଲିକା ର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ମନସିଂହ ଏବଂ ପ୍ରଫୁଲ୍ଲ କୁମାର ପ୍ରଧାନ, ଉପ ସଭାପତି ଭାବେ ପ୍ରସନ୍ନ କୁମାର ସୁବୁଦ୍ଧି, ଶଙ୍କର୍ଷଣ ଜେନା, ପ୍ରଶାନ୍ତ କୁମାର ଭୂଜବଳ , ସହ ସଂପାଦକ ଭାବେ ରତ୍ନାକର ସାମନ୍ତରାୟ ଓ ନିଶି ରଞ୍ଜନ ବଳବନ୍ତରାୟ , କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମୀଧର ଦାସଙ୍କ ସମେତ ଅନେକ ବ୍ୟକ୍ତି ବିଶେଷଙ୍କୁ ଚୟନ କରିଯାଇଛି।