ନର୍ଲା: ଛତିକୁଡା ଫାଣ୍ଡି ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ଯୁବତୀ ଙ୍କୁ ଜଣେ ଯୁବକ ଫୋନ୍ ମାଧ୍ୟମରେ ଅଭଦ୍ର ଭାଷା ରେ ଗାଳିଗୁଲଜ କରିଥିବା ଘଟଣା
Narala, Kalahandi | Aug 10, 2025
ନର୍ଲା ଥାନା ଅନ୍ତର୍ଗତ ଛତିକୁଡା ଫାଣ୍ଡି ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ଯୁବତୀ ଙ୍କୁ ଜଣେ ଯୁବକ ଅଭଦ୍ର ଭାଷା ରେ ଗାଳିଗୁଲଜ କରିଥିବା ହେତୁ...