ସୋନପୁର: ସୁବଳୟାରେ ଅନ୍ତେବାସୀ ଆନଂଦ ଉଲ୍ଲସାର ଶହ ପାଳନ କଲେ, ଆଲୋକର ପର୍ବ ଦୀପାବଳି
ଆଜି ଆଲୋକର ପର୍ବ ଦୀପାବଳି ହୋଇଥିବା ବେଳେ, ଜିଲ୍ଲାର ସୁବଳୟା କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ଅନ୍ତେବାସୀ ଆନନ୍ଦ ଉଲ୍ଲାସର ଶହ ପାଳନ କରିଛନ୍ତି ଏହି ପର୍ବ l ଏହି କ୍ରମରେ ଅନ୍ତେବାସୀ ମାନେ ନାଚି କୁଦି, ବାଣ ଫୁଟେଇ ଆନନ୍ଦର ସହିତ ପାଳନ କରିଛନ୍ତି ଆଲୋକର ପର୍ବ ଦୀପାବଳି l ନିଜ ଘର ଠାରୁ ଦୂରରେ ରହି ମଧ୍ୟ ଖୁସିର ସହିତ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ଗହଣରେ ପାଳନ କରିଛନ୍ତି ପବିତ୍ର ଆଲୋକର ପର୍ବ ଦୀପାବଳି l ଦୀପାବଳି ପାଳନ ପରେ ହଷ୍ଟେଲ ପକ୍ଷରୁ ଅନ୍ତେବାସୀ ମାନଙ୍କୁ ଖିରି ପୁରୀ