ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ଦୁଇ ଚାଷୀଙ୍କୁ ବିଲୁଆ ଆକ୍ରମଣ କରିଥିବା ଖବର ମିଳିଛି ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ଦୁଇ ଚାଷୀଙ୍କୁ ବିଲୁଆ ଆକ୍ରମଣ କରିଥିବା ଖବର ମିଳିଛି । ଦୁଇ ଆହତ ଚାଷୀ ଦିଗପହଣ୍ଡି ମେଡିକାଲରେ ଚିକିତ୍ସାଧିନ ହୋଇଥିବାର ଖବର ମିଳିଥିବା ବେଳେ ଆଜି ସକାଳ 8ଘଣ୍ଟ ସମୟରେ ଏହି ଘଟଣା ଘଟିଥିବାର କୁହାଯାଉଛି । ତେବେ ଗଲା କିଛି ଦିନ ଦିଗପହଣ୍ଡି ତଥା ଅ।ଖପାଖ ଅଂଚଳରେ ବିଲୁଅ। ଅ।ତଙ୍କ ବୃଦ୍ଧି ପଉଥିବାର ଅଭିଯୋଗ ହେଉଥିବାର ଜଣାପଡିଛି ।