ରମ୍ଭା ସ୍ଥିତ ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସହର ପରିକ୍ରମା କରି ଏକ ଶୋଭାଯାତ୍ରା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଚେତନତା କରିଥିଲେ। ଶନିବାର ମଧ୍ୟାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଧ୍ଯକ୍ଷ ଭାସ୍କର ଚନ୍ଦ୍ର ମୁଦୁଲି।