ହକି ପ୍ରଶିକ୍ଷଣ କେନ୍ଦ୍ରରେ ସହିଦ ମାଧୋ ସିଂହ ହକି ଏକାଡେମୀର ୫ ଜଣ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା କଲେ ଜ଼ିଲ୍ଲାପାଳ ଯୁଯୋମୁରା ସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ୫ ଜଣ ହକି ଖେଳାଳି ଙ୍କୁ ସମ୍ବଳପୁର ଜ଼ିଲ୍ଲାପାଳ ଶ୍ରୀ ଶୀଧେଶ୍ୱର ବଳିରାମ ବୋନ୍ଦୋର ସମ୍ବର୍ଦ୍ଧନା ଦେଇଛନ୍ତି l ଅଣ୍ଡର ୧୭ ବର୍ଗରେ ଯୁଯୋମୁରା ର ୨ ଝିଅ ଦୁଲାରୀ କୁଜୁର, ମିନାକ୍ଷୀ ମାଝୀ, ଏବଂ ୨ ପୁଅ ଅନୁକରଣ ଡୁଙ୍ଗଡୁଙ୍ଗ, ରିତେଶ ମିର୍ଦ୍ଧା, ଏବଂ ଗରପୋଷ ସ୍କୁଲ ର ସୀମା ଲାକ୍ରା ମନୋନୀତ ହୋଇଥିବା ବେଳେ ଅଣ୍ଡର ୧୪ ବର୍ଗର ସଂଗୀତ ସlମାଦ, ଗିରିସଚନ୍ଦ୍ରପୁର ର ନୀତେଶ କୁଲୁ, ଗୋସନାର ଲମଗା, ଜୟତୁନ