ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପୂର୍ବରୁ ଜିଲ୍ଲା ସ୍ତରୀୟ ହେଉଥିଲା। କିନ୍ତୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ଏଥିରେ ସାମିଲ୍ ହୋଇ ପାରୁ ନଥିଲେ। ଏଥିପାଇଁ ଚଳିତ ବର୍ଷ ବ୍ଲକ ସ୍ତରୀୟ ଏହି ମେଳା ଆୟୋଜନ କରାଯାଉଛି ବୋଲି କହିଛନ୍ତି ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ସୁବାଶିଷ ମିଶ୍ର।ଶୁକ୍ରବାର ଅପରାହ୍ନରେ ବେଗୁନିଆପଡ଼ା ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମିଶ୍ର।