ବାରିପଦା ମ୍ୟୁନିସିପାଲଟି: ସାନକେରକୋ କୁ ବ୍ଳକ ଗଠନ ଦାବୀକରି ବାରିପଦାରେ ଜିଲ୍ଲାପାଳଙ୍କୁ ଦାବିପତ୍ର; ପ୍ରତିକ୍ରିୟା ଦେଲେ ବାରିପଦା ବିଧାୟକ ଓ କଂଗ୍ରେସ ନେତା
Baripada M, Mayurbhanj | Sep 1, 2025
ବଡସାହି ବ୍ଲକକୁ ବିଭାଜନ କରି ଅଦିବାସୀ ଅନୁଷ୍ଠିତ ଅଞ୍ଚଳ ସାନକେରକୋ କୁ ଏକ ନୂତନ ବ୍ଲକ ଗଠନ ଦେବି ନେଇ ବିଧାୟକ ସମେତ ସ୍ଥାନୀୟ ସମସ୍ତ ଦଳର ଜନ...