ସଦର: ଜୋନସଭାପତି ଓ ତାଙ୍କ ମାଧ୍ୟମରେ ଭବାନୀପାଟଣା ସଦର ବିଧାୟକଙ୍କୁ ହତ୍ୟା ଧମକ ନେଇ କେସିଙ୍ଗା କଂଗ୍ରେସ ତରଫରୁ sp ଙ୍କୁ ଦାବିପତ୍ର
କେସିଙ୍ଗା କଂଗ୍ରେସ ତରଫରୁ ଦାବୀପତ୍ର ସଭା ଦେପୁର ଜୋନ୍ ର ସଭାପତି ଶ୍ରୀଯୁକ୍ତ ଦେବାନନ୍ଦ ଯୋଶୀ ଙ୍କୁ ହତ୍ୟାଧମକ ଓ ତାଙ୍କ ମାଧ୍ୟମରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଙ୍କୁ ମଧ୍ଯ ହତ୍ୟା ଧମକ ଦେଇଥିବା ଦୁର୍ବୁତ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ ପାଇଁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା କଂଗ୍ରେସ ତରଫରୁ କଳାହାଣ୍ଡି sp ଙ୍କୁ ଦାବିପତ୍ର ଆଜି ସକାଳ 11ଟା ସମୟରେ ଦିଆଯାଇଥିଲା