Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବଲାଙ୍ଗୀର: ରଣ୍ଡା ଛକରେ ବାଇକକୁ ଧକ୍କାଦେଲା ପିକଅପ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ରାସ୍ତା ରୋକ କରି ପ୍ରତିକ୍ରିୟା ରଖିଲେ ମୃତକଙ୍କ ପରିବାର

Balangir, Balangir | Sep 21, 2025
ବାଇକ ଆରୋହୀଙ୍କୁ ଧକ୍କାଦେଲା ପିକଅପ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ। ବଲାଙ୍ଗୀର - ଭୁବନେଶ୍ବର ୫୭ ନମ୍ବର ଜାତୀୟ ରାଜପଥ ରଣ୍ଡା ଛକରେ ଘଟିଛି ରଭଳି ଘଟଣା। ଘଟଣା ସ୍ଥଳରେ ପିକଅପ ଗାଡି କୁ ଅଟକାଇଲେ ସ୍ଥାନିୟ ଲୋକ। ଜୁବକଙ୍କ ପରିଚୟ କୂଲେର ବାହାଳୀ ର ବୋଲି ଜଣା ପଡିଛି ଘଟଣା ସ୍ଥଳରେ ପୁଇଁନ୍ତଳା ପୋଲିସ ଛାନଭିନ ଆରମ୍ଭ।

MORE NEWS